ନୂଆଦିଲ୍ଲୀ: ମୁଣ୍ଡକା ଅଞ୍ଚଳର ଏକ ପ୍ଲାଷ୍ଟିକ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲିଭାଇବା କାର୍ଯ୍ୟରେ ୧୨ଟି ଦମକଳ ଗାଡ଼ି ନିୟୋଜିତ । ବିଳମ୍ବିତ ରାତିରୁ କାରଖାନାରେ ଲାଗିଛି ନିଆଁ ।

Leave a Reply