spot_img

Latest Posts

ନୂଆଦିଲ୍ଲୀ : ପ୍ରତିରକ୍ଷା ଷ୍ଟାଫ୍ ମୁଖ୍ୟ ଭାବେ ଏକ ନୂଆ ପଦବୀ ସୃଷ୍ଟି ପାଇଁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । ସେ ଫୋର ଷ୍ଟାର୍ ଜେନେରାଲ୍ ପଦବୀ ପାଇବେ । ପ୍ରତିରକ୍ଷା ବିଭାଗୀୟ କାର୍ଯ୍ୟକଳାପର ମୁଖ୍ୟ ଦାୟିତ୍ୱରେ ରହିବେ । ବୈଠକ ପରେ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ।

Latest Posts

Don't Miss