spot_img

Latest Posts

ନୂଆଦିଲ୍ଲୀ: ପୂର୍ବତନ ନୌସେନା ମୁଖ୍ୟ ଆଡମିରାଲ ସୁଶୀଲ କୁମାରଙ୍କ ପରଲୋକ । ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ୭୯ ବର୍ଷ ବୟସରେ ଦିଲ୍ଲୀର ଏକ ହସ୍ପିଟାଲରେ ଦେହାନ୍ତ । ୧୯୯୮ରୁ ୨୦୦୦ ମସିହା ଯାଏ ନୌସେନା ମୁଖ୍ୟ ଥିଲେ ।

Latest Posts

Don't Miss