spot_img

Latest Posts

ନୂଆଦିଲ୍ଲୀ: ତୁର୍କୀରୁ ୧୧୦୦୦ ମେଗା ଟନ୍ ପିଆଜ ଆମଦାନୀ । ଜାନୁଆରୀ ପହିଲାରେ ପହଞ୍ଚିବ । ଇଜିପ୍ଟରୁ ୧୭୦୯୦ ମେଗା ଟନ୍ ପିଆଜ ଆମଦାନୀ । ଡିସେମ୍ବର ୧୫ ସୁଦ୍ଧା ପହଞ୍ଚିବ ପିଆଜ । ଉପଭୋକ୍ତା ମନ୍ତ୍ରାଳୟ ପକ୍ଷରୁ ସୂଚନା ।

Latest Posts

Don't Miss