ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବଙ୍କ ପ୍ରେସମିଟ୍ । ଦେଶରେ ବର୍ତ୍ତମାନ ସୁଦ୍ଧା ୩୩୭୪ଟି କରୋନା ସଂକ୍ରମିତ ମାମଲା ଆସିଛି । ଗତକାଲି ୪୭୨ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ୭୯ରେ ପହଞ୍ଚିଥିବା ବେଳେ କାଲି ୧୧ ଜଣଙ୍କ ମୃତ୍ୟୁ ହୋଇଛି ।