ନୂଆଦିଲ୍ଲୀ : ଅଡ୍-ଇଭିନକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲଙ୍କ ପ୍ରତିକ୍ରିୟା, ଆକାଶ ଏବେ ସ୍ୱଚ୍ଛ ହୋଇ ସାରିଛି, ଦିଲ୍ଲୀରେ ଆଉ ଅଡ୍-ଇଭିନ ଫର୍ମୁଲାର ଆବଶ୍ୟକତା ନାହିଁ। କିଛିଦିନ ତଳେ ଏହାକୁ ଫାର୍ସ ବୋଲି କହିଥିଲେ ସୁପ୍ରିମକୋର୍ଟ। ନଭେମ୍ୱର ୪ରୁ ଏହା ଦିଲ୍ଲୀରେ ଲାଗୁ ହୋଇ ୧୫ ନଭେମ୍ୱରରେ ସରିଥିଲା।