ନଭେମ୍ବର ୧୨ ତାରିଖରୁ ଆରମ୍ଭ ହେବ କଟକର ପ୍ରସିଦ୍ଧ ବାଲିଯାତ୍ରା । ଆଜିଠାରୁ କଟକରେ ଆରମ୍ଭ ହେଲା ବାଲିଯାତ୍ରା ପାଇଁ ପ୍ଲଟ ବିକ୍ରୀ । ବ୍ୟବସାୟୀ ସଂଘ ଓ ପ୍ରଶାସନର ମିଳିତ ଉଦ୍ୟମରେ ହେଉଛି ପ୍ଲଟ ବିକ୍ରୀ । ଏବର୍ଷ ସ୍କୋୟାରଫୁଟ୍ ପିଛା ୩୫ ଟଙ୍କା ଦର ଧାର୍ଯ୍ୟ ହୋଇଛି । ୬୦୦ରୁ ଅଧିକ ବ୍ୟବସାୟୀ ନେବେ ଚଳିତବର୍ଷ ଷ୍ଟଲ ।

')}

Leave a Reply