spot_img

Latest Posts

ଧର୍ମଗଡ଼ : ପାଳଗଦାରେ ଖେଳ ହେଲା କାଳ। କୋକସରା ବ୍ଲକ ବିଜମରା ଗାଁର ୩ ଶିଶୁ ଧାନ ଖଳାରେ ଖେଳୁଥିବାବେଳେ ନିଆଁରେ ପୋଡ଼ି ଜୀବନ୍ତ ଜଳିଗଲେ । ସେମାନଙ୍କ ଦେହର ୮୦ ପ୍ରତିଶତ ଅଂଶ ପୋଡି ଯାଇଥିଲା। ମୃତକମାନେ ବିଜମରା ଗାଁର ହେମରାଜ ଦିଶାରୀଙ୍କ ଦୁଇ ଯାଆଁଳା ଝିଅ ରୋଜି ଓ ଡେଜୀ ଦିଶାରୀ ଏବଂ ଅନ୍ୟଜଣେ ରଚନା ରାଉତ ବୋଲି ଜଣାପଡିଛି।

Latest Posts

Don't Miss