ତାଳଚେର କାର୍ତ୍ତିକେଶ୍ୱର ପୂଜା ଭସାଣୀରେ ଦୁଇ ସାହି ମଧ୍ୟରେ ସଂଘର୍ଷ । ଉଭୟ ପକ୍ଷରୁ ଢେଲାପଥର ମାଡ଼ ସହ ଗାଡି ଭଙ୍ଗାରୁଜା ଦୋକାନଘର ଭଙ୍ଗାରୁଜା । ମଦ୍ୟପାନ ଓ କମେଣ୍ଟମରାକୁ କେନ୍ଦ୍ରକରି ଦୁଇସାହି ଭିତରେ ଆରମ୍ଭ ହୋଇଥିଲା ବଚସା । ତାଳଚେର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି ।
')}