spot_img

Latest Posts

ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁରରେ ଅଘଟଣ । ପୋଖରୀରେ ବୁଡ଼ି ୪ ଶିଶୁଘର ମୃତ୍ୟୁ ହୋଇଛି । ଗାଧୋଉଥିବା ସମୟରେ ଅଘଟଣ ଘଟିଛି । ଢେଙ୍କାନାଳ ମେଡିକାଲରେ ସମସ୍ତଙ୍କୁ ମୃତ ଘୋଷଣା କରାଯାଇଛି ।

Latest Posts

Don't Miss