spot_img

Latest Posts

ଟ୍ରେନ୍ ରେ କଟି ଯୁବତୀଙ୍କ ମୃତ୍ୟୁ । ମୃତକଙ୍କ ନାମ ମାମିନା ପ୍ରଧାନ । ଯୁବତୀ ଜଣଙ୍କ ନିମାପଡା ଗୋପ ଅଂଚଳର ବୋଲି ଜଣାପଡିଛି । ଘଟଣା ସ୍ଥଳରୁ ମୋବାଇଲ ଓ ଭ୍ୟାନିଟି ବ୍ୟାଗ ଜବତ । ରେଳବାଇ ପୋଲିସ୍ ତଦନ୍ତ କରୁଛି ।

')}

Latest Posts

Don't Miss