spot_img

Latest Posts

ଜୟପୁର: ବୋରିଗୁମ୍ମା ଥାନା ଚାରଗାଁ ଛକରେ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ଧକ୍କାଦେଲା ଟ୍ରକ୍ । ଜଣେ ମୃତ, ୨ ଗୁରୁତର । ମୃତକ ପରିବା ବିକାଳି ରୂପାଇ ମହାବାହୁ । କ୍ଷତିପୂରଣ ଦାବିରେ ରଣ୍ଡାପାଳି ନିକଟରେ ଏନ୍ଏଚ୍-୨୬ ଅବରୋଧ ।

Latest Posts

Don't Miss