ଜଳେଶ୍ୱର: ପିକନିକ୍ ବସକୁ ପଛପଟୁ ଧକ୍କା ଦେଲା ଗୋରୁ ବୋଝେଇ ଟ୍ରକ, ୭ଜଣ ପର୍ଯ୍ୟଟକ ଗୁରୁତର । ଗୁରୁତରଙ୍କୁ ଜଳେଶ୍ୱର ହସ୍ପିଟାଲରେ ଭର୍ତ୍ତି କଲେ ସ୍ଥାନୀୟ ଲୋକେ ।ପଶ୍ଚିମବଙ୍ଗର ପର୍ଯ୍ୟଟକମାନେ ପୁରୀରୁ କଲିକତା ଫେରୁଥିବା ବେଳେ ଘଟିଛି ଦୁର୍ଘଟଣା । ପୋଲିସ ଗୋରୁ ବୋଝେଇ ଟ୍ରକକୁ ଜବଦ କରିଛି ।ଡ୍ରାଇଭର ଏବଂ ହେଲପର ଫେରାର ।

Leave a Reply