spot_img

Latest Posts

ଘଟଗାଁ: ମସିଣାଯୋଡ଼ି ଏଜୁକେସନାଲ କମ୍ପ୍ଲେକ୍ସ ସ୍କୁଲରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ । ଅସୁସ୍ଥ ପରେ ସ୍କୁଲ ପକ୍ଷରୁ ଚିକିତ୍ସା ଅବହେଳା କାରଣରୁ ମୃତ୍ୟୁ ଅଭିଯୋଗ । ସ୍କୁଲ ସମ୍ମୁଖରେ ମୃତଦେହ ରଖି ଗ୍ରାମବାସୀଙ୍କ ଧାରଣା । ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି । ପଣ୍ଡାପଡ଼ା ପୋଲିସର ତଦନ୍ତ ଆରମ୍ଭ ।

Latest Posts

Don't Miss