spot_img

Latest Posts

ଗୃହରେ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାଏକଙ୍କ ଉତ୍ତର । ଗତ ୫ ବର୍ଷ ଭିତରେ ରାଜ୍ୟରେ ୯୦,୮୯୦ ଜଣଙ୍କୁ ଦକ୍ଷତା ବିକାଶ ତାଲିମ ଦିଆଯାଇଥିବା ବେଳେ ନିଯୁକ୍ତି ପାଇଛନ୍ତି ୨୦,୫୦୭ ଜଣ । ୭୦ ପ୍ରତିଶତ ନିଯୁକ୍ତି ଦେବାକୁ ସରକାର ଚେଷ୍ଟା କରୁଛନ୍ତି । ନିଯୁକ୍ତି ପାଇ ଯୋଗ ଦେଉନାହାନ୍ତି ତାଲିମପ୍ରାପ୍ତ ।

')}

Latest Posts

Don't Miss