ଗୁଣୁପୁର : ଗୁଡାରି ଦଣ୍ଡାସି ସାହିର ଏକ ପରିତ୍ୟକ୍ତ ସ୍ଥାନରୁ ଏକ ନବଜାତ ଶିଶୁ ପୁତ୍ର ଉଦ୍ଧାର। ସ୍ଥାନୀୟ ଜଣେ ବ୍ୟକ୍ତି ଏହି ଶିଶୁପୁତ୍ରକୁ ଦେଖି ଗୁଡ଼ାରି ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରରେ ପହାଞ୍ଚାଇଥିଲେ। ଶିଶୁପୁତ୍ରଟିର ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ଡାକ୍ତର କହିଛନ୍ତି । ପୋଲିସ୍ ଏନେଇ ତଦନ୍ତ କରୁଥିବା ଜଣାପଡିଛି।