ତାଜା ଖବର କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ପୁରୀଘାଟ ଥାନାରେ ଏତଲା ଦେଲେ ପଡ଼ୋଶୀ ମନଜିତ୍ ଦାସ । ସୋସିଆଲ ମିଡିଆରେ ମାନହାନୀ କରୁଥିବା ଅଭିଯୋଗରେ ଦେଲେ ଏତଲା ।ପୂର୍ବରୁ ଗଣ୍ଡଗୋଳ କରିବା ଅଭିଯୋଗରେ ମନଜିତଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ ସାଂସଦ ଅନୁଭବ । October 22, 2019 ')} Post navigation Previous ୪ ଦିନ ଧରି ବନ୍ଦ ରହିବ ବ୍ୟାଙ୍କ, ଆପଣ କାମ ସାରିଲେଣି ତ ?Next ବିଶ୍ୱ ମାନଚିତ୍ରରେ ଓଡ଼ିଶା ଏବେ ବ୍ରାଣ୍ଡେଡ୍ ସ୍ପୋର୍ଟ୍ସ ହବ୍