spot_img

Latest Posts

ଖୋର୍ଦ୍ଧା : ଜାଆଁଳା BEO ଏବଂ ଜାଆଁଳା ନୋଡାଲ୍ ହାଇସ୍କୁଲକୁ ଅଚାନକ ପରିଦର୍ଶନ କଲେ ଗଣ ଶିକ୍ଷାମନ୍ତ୍ରୀ ସମୀର ଦାସ। ଅନିୟମିତତା ଅନୁଭବ କରିବା ପରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ । ଛାତ୍ରଛାତ୍ରୀଙ୍କ ଜ୍ଞାନ ପରୀକ୍ଷା କରିବା ସହ ଅଧିକାରୀ ଓ ଶିକ୍ଷକଙ୍କ ଉପସ୍ଥାପନ ଯାଞ୍ଚ କଲେ ।

Latest Posts

Don't Miss