spot_img

Latest Posts

କେନ୍ଦୁଝର: ଜିଲ୍ଲା କାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା ଘଟଣା । ଜେଲ ୱାର୍ଡର ରମେଶ କବି ନିଲମ୍ବିତ । ୨ ମୁଖ୍ୟ ୱାର୍ଡର ଉପେନ୍ଦ୍ର ମହାନ୍ତଙ୍କୁ ବଡ଼ବିଲ ଜେଲ ଓ ଗୁମାନ ଜାମୁଡ଼ାଙ୍କୁ କରଞ୍ଚିଆ ବଦଳି କଲେ ସମ୍ବଲପୁର ରେଞ୍ଜ ଡିଆଇଜି ଅମୀୟ ପଟ୍ଟନାୟକ ।

Latest Posts

Don't Miss