କେନ୍ଦୁଝର: ଏମ୍ଭିଆଇ ଚେକିଂ ବେଳେ ଆରଟିଓ କର୍ମଚାରୀଙ୍କ ଉପରେ ଚଢ଼ିଗଲା ୧୪ ଚକିଆ ଟ୍ରକ । ଘଟଣାସ୍ଥଳରେ ଆରଟିଓ ଅଫିସ ଡ୍ରାଇଭର ବିଜୟ କୁମାର ମହାନ୍ତିଙ୍କ ମୃତ୍ୟୁ । ଚେକିଂ ବେଳେ ଟ୍ରକ୍କୁ ଅଟକାଇଥିଲେ ଆରଟିଓ କର୍ମଚାରୀ, ଟ୍ରକ୍ ଡ୍ରାଇଭର ଗାଡ଼ି ନଅଟକାଇ କର୍ମଚାରୀଙ୍କ ଉପରେ ଚଢ଼ାଇ ଚାଲିଯାଇଥିବା ସୂଚନା ।