କୁନ୍ଦୁଲି ମାମଲାର ତଦନ୍ତ କରିବ ସ୍ୱତନ୍ତ୍ର SIT। କୋର୍ଟଙ୍କ ତତ୍ୱାବଧାନରେ ଏହି ଟିମ୍ ଗଠନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ଓଡ଼ିଶା ପୋଲିସର ୩ ଜଣ DIGଙ୍କୁ ନେଇ ଗଠିତ ହେବ ଏହି ଟିମ୍। ସମସ୍ତ ଦିଗକୁ ତଦନ୍ତ କରି ପୁଙ୍ଖାନୁପୁଙ୍ଖ ରିପୋର୍ଟ ଦେବ SIT । ଡିସେମ୍ୱର ୧୬ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି ।