spot_img

Latest Posts

କାଲିମେଳା: ଅଜଣା ରୋଗରେ ୬ ଶିଶୁଙ୍କ ମୃତ୍ୟୁ ଘଟଣା । ଆସିଲା ରକ୍ତ ନମୁନା ଓ କଫ ପରୀକ୍ଷା ରିପୋର୍ଟ । ବ୍ରଙ୍କୋନିମୋନିଆ ରୋଗରେ ଆକ୍ରାନ୍ତ ନେଇ ରିପୋର୍ଟରେ ଉଲ୍ଲେଖ । ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ କୋରାପୁଟରୁ ଆସିଛନ୍ତି ସ୍ୱତନ୍ତ୍ର ଡାକ୍ତରୀ ଦଳ ।

')}

Latest Posts

Don't Miss