ତାଜା ଖବର କରୋନା ସଂକ୍ରମଣ ରୋକିବାକୁ ଗାଁ ଠୁ ସହର ସବୁଠି ପଦକ୍ଷେପ । ଆଜିଠାରୁ ୩ ଯାଏଁ ବଲାଙ୍ଗିର ସଟଡାଉନ୍, କାଲିଠାରୁ ନବରଙ୍ଗପୁରରେ ଲାଗୁହେବ ଦୁଇଦିନିଆ ସଟଡାଉନ୍ ନିୟମ । ଗଜପତି, କୋରାପୁଟରେ ମଧ୍ୟ କଟକଣା ଜାରି । July 31, 2020 Post navigation Previous ରାଷ୍ଟ୍ରପତି ନିର୍ବାଚନ ଘୁଞ୍ଚାଇବାକୁ ଡୋନାଲ୍ଡ ଟ୍ରମ୍ପଙ୍କ ଆହ୍ୱାନNext ଆଜି ରାଉରକେଲା ଆଜିଏଚରେ ଖୋଲିବ ପ୍ଲାଜମା ବ୍ୟାଙ୍କ । ସଂଧ୍ୟାରେ ଭିଡିଓ କନଫରେନ୍ସିଂ ଜରିଆରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ସୁନ୍ଦରଗଡ ସହ ଉପକୃତ ହେବେ ପଶ୍ଚିମ ଓଡିଶାର କରୋନା ସଂକ୍ରମିତ ରୋଗୀ ।