କରୋନା ମୁକାବିଲା ନେଇ ଶ୍ରୀନାଥ ରେଡ୍ଡୀଙ୍କ ସହ ରାଜ୍ୟ ସରକାରଙ୍କ ଆଲୋଚନା । କ୍ୱାରେଣ୍ଟାଇନ ଉପରେ ଫୋକସ । ଦରକାର ହେଲେ ୧୪ ଦିନରୁ ୨୧ ଦିନ ପୃଥକବାସକୁ ଗୁରୁତ୍ୱ । ସାମାଜିକ ଦୂରତା, ପରିଷ୍କାର ପରିଚ୍ଛନ୍ନ ରକ୍ଷା ପାଇଁ ପରାମର୍ଶ ଦେଇଥିବା ସୂଚନା ଦେଲେ ପରିବହନ ମନ୍ତ୍ରୀ ।