spot_img

Latest Posts

କରଞ୍ଜିଆ: ଦୁଧିଆପାଣି ରେଞ୍ଜରେ ୨୨ ଟିକିଆ ହାତୀପଲର ଉପଦ୍ରବ । କୁରୁଳିଆ ନିକଟ ଜଙ୍ଗଲରେ ଯୁବତୀଙ୍କୁ ଶୁଣ୍ଡରେ ଟେକି କଚାଡ଼ି ଦେଲା ହାତୀ । ବଜାରରୁ ଫେରୁଥିବା ବାପ, ଝିଅ ଫେରୁଥିବା ବେଳେ ହାତୀ ଆକ୍ରମଣ । ଅଳ୍ପକେ ବର୍ତ୍ତିଲେ ବାପା । ଗୁରୁତର ଯୁବତୀ କରଞ୍ଜିଆ ହସ୍ପିଟାଲରେ ଭର୍ତ୍ତି ।

Latest Posts

Don't Miss