କଟକ : ରାୟଗଡ଼ା ବିଷମକଟକର ପୂର୍ବତନ ଥାନା ଅଧିକାରୀ ତଥା ବର୍ତ୍ତମାନ ମୟୂରଭଞ୍ଜରେ ଇନସ୍ପେକ୍ଟର ଥିବା ନଳିନୀକାନ୍ତ ମହାପାତ୍ର ଚାକିରିରୁ ବହିଷ୍କୃତ । ଦୁର୍ନୀତି ମାମଲାରେ ଜୟପୁରର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ନଳିନୀଙ୍କୁ ଦୋଷୀ ସାବ୍ୟକ୍ତ କରିବା ପରେ ଚାକିରିରୁ ବହିଷ୍କାର କଲେ ଡିଜିପି । ପୋଲିସ ମୁଖ୍ୟଳୟ ପକ୍ଷରୁ ସୂଚନା।