spot_img

Latest Posts

କଟକ: ପୂର୍ବତନ OCA ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ । ଦେଢ଼ ଲକ୍ଷର ୨ ଜାମିନଦାରଙ୍କ ବଦଳରେ ଜାମିନ । ପାସପୋର୍ଟ ଜମା ନିର୍ଦ୍ଦେଶ । ସାକ୍ଷୀଙ୍କୁ ପ୍ରଭାବିତ ନ କରିବାକୁ ସର୍ତ୍ତ । ଏଟି ଚିଟଫଣ୍ଡ ମାମଲାରେ ଆଶୀର୍ବାଦଙ୍କୁ ଗିରଫ କରିଥିଲା ସିବିଆଇ ।

Latest Posts

Don't Miss