spot_img

Latest Posts

ଉତ୍ତର ପ୍ରଦେଶ : ଲକ୍ଷ୍ନୌରେ ଆନ୍ଦୋଳନକାରୀଙ୍କ ଭୟଙ୍କର ବିରୋଧ । ଜାଳିଦେଲେ ୨୦ ବାଇକ୍, ୧୦ଟି କାର, ୩ଟି ବସ୍ ଓ ୪ଟି ଓବି ଭ୍ୟାନ୍ । ହୋସେନଗଞ୍ଜ ଅଞ୍ଚଳ ପରିଦର୍ଶନ କଲେ ୟୁପି ଡିଜିପି ଓପି ସିଂହ । ପୋଲିସ ପୋଷ୍ଟକୁ ଧ୍ୱଂସ କଲେ ଆନ୍ଦୋଳନକାରୀ । ଲାଠିମାଡ଼ ସହ ଲୁହବୁହା ଗ୍ୟାସ୍ ପ୍ରୟୋଗ କଲେ ସୁରକ୍ଷା କର୍ମୀ ।

Latest Posts

Don't Miss