ତାଜା ଖବର ଉତ୍କଳ ବିଶ୍ୱବିଦ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ । ବାଣୀବିହାର ସିଣ୍ଡିକେଟ୍ ଅଫିସରେ ନିଆଁ ଲାଗିଥିବା ସୂଚନା । ସର୍ଟସର୍କିଟରୁ ନିଆଁ ଲାଗିଥିବା ସୂଚନା । କ୍ଷୟକ୍ଷତିର ସୂଚନା ମିଳିନି । ନିଆଁଲିଭା କାର୍ଯ୍ୟରେ ଲାଗିଛନ୍ତି ଅଗ୍ନିଶମ ବାହିନୀ । October 24, 2019 ')} Post navigation Previous ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିଲେ ଗୁଳି କରି ଖସାଇଦେବୁ: ପୁରୀ ଏସପିNext ଆଶ୍ଚର୍ଯ୍ୟ ହେଲେ ବି ସତ, ଗାଈଗୋରୁ ଖାଉଛନ୍ତି ମାଛ ମାଉଁସ