spot_img

Latest Posts

ଆସିଲା ମାଟ୍ରିକ ପରୀକ୍ଷା ତାରିଖ ; ଫେବୃଆରି ୧୯ ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା

ନନ୍ଦିଘୋଷ ବ୍ୟୁରୋ :  ଆସିଲା ମାଟ୍ରିକ ପରୀକ୍ଷା ତାରିଖ।ଫେବୃଆରି ୧୯ ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଏହା ମାର୍ଚ୍ଚ ୨ରେ ସରିବ। ସକାଳ ୯ ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୧.୩୦ରେ ସରିବ। ଗଣିତ ପାଇଁ ଅଧିକ ୧୫ ମିନିଟ ସମୟ ଦିଆଯାଇଛି।  ୧୯ ତାରିଖରେ ମାତୃଭାଷା, ୨୧ରେ ଇଂରାଜୀ, ୨୩ରେ ରେ ସଂସ୍କୃତ ଓ ହିନ୍ଦୀ, ୨୫ରେ ବିଜ୍ଞାନ, ୨୭ ସାମାଜିକ ବିଜ୍ଞାନ ଓ ମାର୍ଚ୍ଚ ୨ ତାରିଖରେ ହେବ ଗଣିତ। ବୋର୍ଡ ପକ୍ଷରୁ ବିଧିବଦ୍ଧ କାର୍ଯ୍ୟସୂଚୀ ଜାରି କରାଯାଇଛି।

Latest Posts

Don't Miss