ତାଜା ଖବର ଆରଡ଼ି: ବାବା ଆଖଣ୍ଡଳମଣିଙ୍କ ଭଣ୍ଡାର ଘରେ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ନିଆଁ ଲାଗି ଜଳିଗଲା ଅଳଙ୍କାର, ପୂଜା ଆସବାବପତ୍ର ଓ ଲକ୍ଷାଧିକ ଟଙ୍କାର ଜିନିଷ । ନିଆଁ ଆୟତ୍ତ କଲା ଧାମନଗର ଅଗ୍ନିଶମ ବାହିନୀ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ । November 15, 2019 ')} Post navigation Previous କାହିଁକି ବନ୍ଦ ହେଲା ସବୁଠୁ ଅଧିକ ଲୋକପ୍ରିୟ ଧାରାବାହିକ ‘ଶକ୍ତିମାନ୍’ ? କେବେଠୁ ପୁଣି ଆସିବ “ଶକ୍ତିମାନ୍” ।Next ଓଡ଼ିଆ ପୁଅ ଗୋଆ ଡିଜିପି ପ୍ରଣବ ନନ୍ଦଙ୍କ ଦିଲ୍ଲୀରେ ପରଲୋକ