ତାଜା ଖବର ଆନନ୍ଦପୁର: ରାମଚନ୍ଦ୍ରପୁର ଥାନା ନୂଆମାଳିଆ ଗାଁରେ ଜମି ବାଡ଼ିକୁ ନେଇ ବିବାଦ । ୨ ପରିବାର ମଧ୍ୟରେ ସଂଘର୍ଷ । ୬ ଆହତ, ଆନନ୍ଦପୁର ଚିକିତ୍ସାଳୟରେ ଭର୍ତ୍ତି । November 3, 2019 ')} Post navigation Previous ଗଣପର୍ବ ପାଇଁ ଚଳଚଞ୍ଚଳ ଯାଜପୁର ସହରNext ନୂଆଦିଲ୍ଲୀ: ପୀରଗଡ଼ି ଅଞ୍ଚଳର ଏକ ୪ ମହଲା ବିଶିଷ୍ଟ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରୁ ଲାଗିଛି ନିଆଁ । ପାଖ ବିଲ୍ଡିଂକୁ ନିଆଁ ବ୍ୟାପିଥିବା ସୂଚନା । ନିଆଁ ଲିଭା କାର୍ଯ୍ୟରେ ୨୮ଟି ଦମକଳ ବାହିନୀ ନିୟୋଜିତ । ୩ ଅଗ୍ନିଶମ କର୍ମଚାରୀ ଆହତ ।