spot_img

Latest Posts

ଆନନ୍ଦପୁର: ଦୁର୍ଘଟଣାରେ ଶିକ୍ଷକ ମୃତ । ଘସିପୁରା ଥାନା ଖାଲପାଳ ନିକଟରେ ଦୁର୍ଘଟଣା । ୨ ବାଇକ୍ ଧକ୍କା ୨ ମୃତ, ଜଣେ ଗୁରୁତର । ମୃତକ ଖାଲପାଳ ସ୍ଲୁଲର ଶିକ୍ଷକ ସଦାଶିବ ବାରିକ ଓ ହରିଚନ୍ଦନପୁରର ଜଟ ମୁଣ୍ଡା ।

Latest Posts

Don't Miss