spot_img

Latest Posts

ଆଜି ୧୨ ଘଣ୍ଟିଆ ନର୍ଲା ବନ୍ଦ ; ଚିକିତ୍ସାଲୟ ନିର୍ମାଣ ଦାବିରେ ଜାତୀୟ ରାଜପଥ ଅବରୋଧ

ନନ୍ଦିଘୋଷ ବ୍ୟୁରୋ : ଆଜି ୧୨ ଘଣ୍ଟିଆ ନର୍ଲା ବନ୍ଦ । ରାଜ୍ୟ ରାଜପଥ ୧୬କୁ ଅବରୋଧ କରିଛନ୍ତି ନର୍ଲାବାସୀ । ବନ୍ଦ ଯୋଗୁଁ ସମସ୍ତ ଦୋକାନ ବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି । କଳାହାଣ୍ଡି ଜିଲ୍ଲାର ଏକ ମୁଖ୍ୟ ଅଞ୍ଚଳ ରହିଛି ନର୍ଲା । ଅନେକ ବର୍ଷ ହେଲା ଏହି ଅଞ୍ଚଳର ସ୍ବାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ରହିଛି । ଅତ୍ୟାଧୁନିକ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ, ପୋଷ୍ଟ ମର୍ଟମ୍ ଗୃହ, ରକ୍ତ ଭଣ୍ଡାର, ଡାଇଲିଶିସ୍ କେନ୍ଦ୍ର ସହ ଅନେକ ଦାବି ନେଇ ନର୍ଲାବାସୀଙ୍କ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି।

Latest Posts

Don't Miss