ଆଜି ସୁପ୍ରିମ୍‌କୋର୍ଟରେ ପୋଲାଭରମ୍‌ ମାମଲାର ଶୁଣାଣି | ଜଷ୍ଟିସ୍‌ ରମନ୍ନାଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠରେ ହେବ ଶୁଣାଣି | ଆନ୍ଧ୍ରର ପ୍ରକଳ୍ପ ବିରୋଧରେ ମାମଲା ରୁଜୁ କରିଛନ୍ତି ୩ ରାଜ୍ୟ ଓ ସଂଗଠନ

Leave a Reply