ସମ୍ଭାବ୍ୟ ଅଯୋଧ୍ୟା ରାୟକୁ ନେଇ କଟକରେ କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ପ୍ରସ୍ତୁତି। ପ୍ରମୁଖ ସମ୍ବେଦନଶୀଳ ସ୍ଥାନ ଗୁଡିକରେ ରହିବେ ଫୋର୍ସ । ୧୮ ପ୍ଲାଟୁନ୍ ପୋଲିସ ମୁତୟନ ନେଇ କଟକ ଡିସିପିଙ୍କ ସୂଚନା। ସହରରେ ବଢ଼ିବ ପାଟ୍ରୋଲିଂ, ଶାନ୍ତି ବଜାୟ ରଖିବାକୁ ୨ ସଂପ୍ରଦାୟ ମଧ୍ୟରେ ୨ଟି ବୈଠକ ହୋଇଥିବା ସୂଚନା।
1 min read')}
[DISPLAY_ULTIMATE_SOCIAL_ICONS]