ରାଜ୍ୟର ପର୍ଯ୍ୟଟନ ବିକାଶ ପାଇଁ ବ୍ଲୁ ପ୍ରିଣ୍ଟ୍ । ଚିଲିକା ଓ ଭିତରକନିକାରେ ହେବ ହାଉସ ବୋଟ୍ । ଇକୋ ଟୁରିଜିମକୁ ସର୍ବାଧିକ ଗୁରୁତ୍ୱ । ୯ଟି ସର୍କିଟ ସହ ୧୩ ଡେଷ୍ଟିନେସନର ବିକାଶ । ଡିସେମ୍ୱର ପୂର୍ବରୁ କାମ ସାରିବାକୁ ଲକ୍ଷ୍ୟ । ୬ଟି ସହରରେ ଡୋମେଷ୍ଟିକ ରୋଡ୍ ପାଇଁ ନିଷ୍ପତ୍ତି । ପର୍ଯ୍ୟଟନ ଉପଦେଷ୍ଟା ବୈଠକ ପରେ ପର୍ଯ୍ୟଟନ ସଚିବଙ୍କ ସୂଚନା ।

1 min read

')}

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.