ଯାଜପୁର ହରିଦାସପୁର PEO ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣା । ସରକାରୀ ଜଙ୍ଗଲ ଜମିରେ ଗେଷ୍ଟ ହାଉସ ଥିବା ନେଇ ମିଳିଛି ପ୍ରମାଣ । ରୂପେଶ ଭଦ୍ରଙ୍କ ନାଁରେ ରହିଛି ଗେଷ୍ଟ ହାଉସ୍ । ତହସିଲଦାରଙ୍କ ତଦନ୍ତ ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ।

1 min read

')}

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.