spot_img

Latest Posts

ଯାଜପୁର: ସୁକିନ୍ଦା ବ୍ଲକ ବାଲିଆ ପ୍ରାଥମିକ ବିଦ୍ୟାଳୟର ଗଣଶିକ୍ଷକ ମକରନ୍ଦ ମହନ୍ତ କାର୍ଯ୍ୟରୁ ଅନ୍ତର । ଗତ ୪ ତାରିଖରେ ମଦ୍ୟପାନ କରି ଛାତ୍ରଛାତ୍ରୀଙ୍କୁ ଦଣ୍ଡିତ କରିଥିଲେ ମକରନ୍ଦ । ମକରନ୍ଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ସୂଚନା ।

Latest Posts

Don't Miss