spot_img

Latest Posts

ଯାଜପୁର: ଉପର ନଗଡ଼ା ଅଞ୍ଚଳରେ ଜଳିଲା ବିଜୁଳି ଆଲୋକ । ଭାରପ୍ରାପ୍ତ ଜିଲ୍ଲାପାଳ ମିହିର ମହାନ୍ତି, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ, ସୁକିନ୍ଦା ବିଡିଓ, ନେସ୍କୋ ନିର୍ବାହୀ ଯନ୍ତ୍ରୀଙ୍କ ଉପସ୍ଥିତିରେ ବିଦ୍ୟୁତ୍ ସଂଯୋଗ । ୫ ଦିନ ମଧ୍ୟରେ ମଝି ଓ ତଳ ନଗଡ଼ାକୁ ବିଦ୍ୟୁତ୍ ସଂଯୋଗ ଦିଆଯିବ ।

')}

Latest Posts

Don't Miss