ମାଲକାନଗିରି : ସ୍ୱାଭିମାନ ଅଞ୍ଚଳରେ ବିଶାଳ ପ୍ରଜାମେଳି । ମୌଳିକ ସୁବିଧା ଅପହଞ୍ଚ ପ୍ରତିବାଦରେ ଆନ୍ଦୋଳନ । ମୁଦୁଲିଗୁଡାକୁ ପଞ୍ଚାୟତ କରିବା ପାଇଁ ଦାବି । ନାକାମାମୁଡି ପଞ୍ଚାୟତ ଖଜୁରିଗୁଡ଼ାରେ ଏକାଠି ହେଲେ ଶତାଧିକ ଲୋକ । ଦାବି ପୂରଣ ନ ହେଲେ ଆନ୍ଦୋଳନ ପାଇଁ ଚେତାବନୀ ।
1 min read')}
[DISPLAY_ULTIMATE_SOCIAL_ICONS]