spot_img

Latest Posts

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କ ଟ୍ୱିଟ୍ । ୫ ବର୍ଷ ଯାଏଁ ମହାରାଷ୍ଟ୍ରରେ ସ୍ଥିର ସରକାର ଦେବ ବିଜେପି-ଏନସିପି ମେଣ୍ଟ । ଏବେ ବି ମୁଁ ଏନସିପିରେ ଅଛି, ଆଗକୁ ରହିବି । ଶରଦ ପାୱାର ଏନସିପି ନେତା । ଲୋକଙ୍କ କଲ୍ୟାଣ ଓ ରାଜ୍ୟର ଉନ୍ନତି ପାଇଁ ସରକାର କାମ କରିବ ।

Latest Posts

Don't Miss