ଭୁବନେଶ୍ୱର : ୭୦ ତମ ସମ୍ବିଧାନ ଦିବସ ଅବସରରେ ବିଧାନସଭାର ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଧନୀ ଗରିବଙ୍କ ଭିତରେ ବଡ଼ ଦୂରତା ଆସିଛି, ଯାହା ସମ୍ବିଧାନ ଗଠନର ମୂଳ ଉଦେଶ୍ୟ ବିରୋଧୀ ବୋଲି କହିଲେ ବିଧାୟକ। ବାଚସ୍ପତି କହିଲେ, ସମ୍ବିଧାନରେ ସ୍ୱାଧୀନତାର ଛାପ ଅଛି।