ଭୁବନେଶ୍ୱର: ହଷ୍ଟେଲ ଛାତ୍ରଛାତ୍ରୀ ଓ ଜାତୀୟସ୍ତରର ପଦକ ବିଜେତାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭତ୍ତା ଘୋଷଣା । କ୍ରୀଡ଼ା ହଷ୍ଟେଲର ଛାତ୍ରୀଙ୍କ ପାଇଁ ମାସିକ ଭତ୍ତା ୫୦୦ ଟଙ୍କାକୁ ବୃଦ୍ଧି। ପୁଅମାନଙ୍କ ପାଇଁ ମାସିକ ଭତ୍ତା ୩୦୦ ଟଙ୍କାକୁ ବୃଦ୍ଧି।

')}

Leave a Reply

Your email address will not be published.