spot_img

Latest Posts

ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ପଦକ୍ଷେପ । ଅନଲାଇନରେ ଡେଲିଭରୀ ହେବ ପଲିଟେକନିକ୍ ପ୍ରଶ୍ନପତ୍ର, ରହିବ ୱାଟର ମାର୍କ । ଓଟିପି ଦେଇ ପ୍ରଶ୍ନପତ୍ର ଡାଉନଲୋଡ୍ କରିବେ କଲେଜ କର୍ତ୍ତୃପକ୍ଷ । ଟ୍ୱିଟ୍ ଯୋଗେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Latest Posts

Don't Miss