ଭୁବନେଶ୍ୱର : ଲୋକସେବା ଭବନରେ ମନ୍ତ୍ରୀ ପରିଷଦ ବୈଠକ ଶେଷ, ଅତିରିକ୍ତ ବଜେଟ୍ ଚିଠା ପ୍ରସ୍ତାବକୁ ଅନୁମୋଦନ । ପ୍ରାୟ ୮ ହଜାର ୩ ଶହ କୋଟି ଟଙ୍କା ହୋଇପାରେ ଅତିରିକ୍ତ ବଜେଟର ଆକଳନ । ଆସନ୍ତା ୧୩ ତାରିଖରେ ବିଧାନସଭାରେ ଆଗତ ହେବ ଅତିରିକ୍ତ ବଜେଟ୍ ।

1 min read

')}

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.