ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ଚାରିପଟୁ ଜବରଦଖଲ ଉଛେଦ ପ୍ରସଙ୍ଗ । ବିଏମସି କମିଶନର ସହ ମନ୍ଦିର ବ୍ରାହ୍ମଣ ନିଯୋଗ ସମିତି, ବ୍ୟବସାୟୀ ସଙ୍ଗଠନ, ବିଧାୟକ ସୁର ରାଉତରାୟ, ବିଜେପି ନେତାଙ୍କ ବୈଠକ । ଉଛେଦ ଜାରି ରହିବ ବୋଲି ସ୍ପଷ୍ଟ କଲେ ବିଏମସି କମିଶନର । ବିସ୍ଥାପିତଙ୍କୁ ଥଇଥାନ ନେଇ ବ୍ଲୁ ପ୍ରିଣ୍ଟ ଘୋଷଣା ହେବ ।