ଭୁବନେଶ୍ୱର : ‘ମୋ ବସ୍’ ସେବାକୁ ବର୍ଷେ ପୁରିଲା। ଭୁବନେଶ୍ୱର-କଟକ-ପୁରୀକୁ ଗଡୁଥିବା ‘ମୋ ବସ’ର ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏୟାରପୋର୍ଟରୁ ବସରେ ବସି ଜୟଦେବ ଭବନ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି। ସାଧାରଣ ଯାତ୍ରୀଙ୍କ ଭଳି ଟିକେଟ୍ କାଟି ଯାତ୍ରା କରିଥିଲେ ମୁଖ୍ୟମନ୍ତ୍ରୀ ।

1 min read

')}

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.