spot_img

Latest Posts

ଭୁବନେଶ୍ୱର : ମହଙ୍ଗା ପଡ଼ିଲା ପୋଲିସ ବେଶରେ ନିଶା ମାଫିଆ କାରବାର । କନେଷ୍ଟବଳ ଜାନକୀ ବଲ୍ଲଭ ଭାରିମଲ୍ଲଙ୍କୁ ଚାକିରିରୁ ବହିଷ୍କାର କଲେ ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ। ବ୍ରାଉନ୍ ସୁଗାର ବିକ୍ରି ଅଭିଯୋଗରେ ନଭେମ୍ବର ୧୪ରେ ଗିରଫ ହୋଇଥିଲେ ଭାରିମଲ୍ଲ ।

Latest Posts

Don't Miss