spot_img

Latest Posts

ଭୁବନେଶ୍ୱର: ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୭୬ ବର୍ଷରେ ତାଙ୍କର ପରଲୋକ ହୋଇଛି । ୩ ବର୍ଷରୁ ଅଧିକ ସମୟ ଧରି ସେ ଅସୁସ୍ଥ ରହିଥିଲେ । ଗତ ୨୦୧୬ରୁ ପାରଳା ମହାରାଜଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଲାଗିରହିଥିଲା ।

Latest Posts

Don't Miss